ପଦବୀ ଟି ଗୋଲାକାର ଏବଂ ବ୍ରୋଂଜ଼ ଧାତୁ ରେ ନିର୍ମିତ.ଏହାର ଏକପଟେ ଇନ୍ଦ୍ରଙ୍କ ଚାରୋଟି ବଜ୍ର (ବିଜୁଳି ) ମଝିରେ ଦେଶର ରାଷ୍ଟ୍ରପ୍ରତୀକ ତଥା ରାଷ୍ଟ୍ର ଆଦର୍ଶ ଉକ୍ତି ର ଚିତ୍ର ଏବଂ ଅପର ପଟେ ଦୁଇଟି ପଦ୍ମ ଫୁଲ ମଝିରେ ପରମ ବୀର ଚକ୍ର ଅକ୍ଷର ଖୋଦା ହୋଇଛି. ଏକ ଗାଢ଼ ବାଇଗଣୀ ରଙ୍ଗର ଫିତା ଏହା ସହିତ ଲାଗି ରହିଛି.
ପରମ ବୀରଚକ୍ର ରେ ବଜ୍ରର ପ୍ରତିଛବି ଅତ୍ୟନ୍ତ ସମୁଚିତ. ଏହା ଏକ ଅମୋଘ ଅସ୍ତ୍ର ( ଅଚୁକ ଅସ୍ତ ) ଋକ ବେଦ ବର୍ଣିତ ଅଟେ. ଏହା ବର୍ଷା ର ଦେବତା ଇନ୍ଦ୍ରଙ୍କ ଦ୍ୱାରା ବ୍ୟବହୃତ ଅସ୍ତ ଅଟେ. ଅକାଳ ର ପରାକାଷ୍ଠା ବ୍ରିତ୍ର ସମସ୍ତ ନଦୀ ମାନଙ୍କୁ ନିଜର କିଲାରେ ବନ୍ଦୀ କରି ଜଳପ୍ରବାହ ବନ୍ଦ କରିଦେଇଥିଲା, ଯାହାଫଳରେ ଚାରିଆଡେ ଅନାବୃଷ୍ଟି ଦେଖାଦେଇଥିଲା. ଇନ୍ଦ୍ର ବଜ୍ରରେ ବ୍ରିତ୍ର ର ବଧ କରିଥିଲେ.