35

ବିଜୟନଗର – ଏକ ବିସ୍ମୃତ ସାମ୍ରାଜ୍ୟ

ଚତୁର୍ଦ୍ଦଶ ଶତାବ୍ଦୀରେ ଦିଲ୍ଲୀ ସୁଲତାନଙ୍କ ଦ୍ୱାରା ଧ୍ୱଂସ ପାଇଥିବା ପ୍ରାଚୀନ ଦାକ୍ଷିଣାତ୍ୟ ସାମ୍ରାଜ୍ୟର ଧ୍ୱଂସାବଶେଷ ଉପରେ ବିଜଯନଗରର ଅଭ୍ୟୁଦୟ ହୋଇଥିଲା। ବିଜୟନଗର ସାମ୍ରାଜ୍ୟକୁ ହରିହର ଓ ବୁକ୍କା ଏବଂ ସେମାନଙ୍କ ସଙ୍ଗମ ସହୋଦରମାନେ ଗଠନ କରିଥିଲେ, ଯେଉଁମାନେ ପୂର୍ବରୁ କାକତୀୟ ଓ କାମ୍ପିଲି ରାଜ୍ୟରେ ରାଜୁତି କରିଥିଲେ। ସାମ୍ରାଜ୍ୟଟି ଦୁଇ ଦଶନ୍ଧି ଧରି ଦକ୍ଷିଣରେ ପ୍ରଭାବଶାଳୀ ରହିଥିଲା ଏବଂ ଏହାର ସଂସ୍କୃତିକୁ ଏକ ରୂପରେଖ ଦେଇଥିଲା।

୧. ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ଏକ ମଠର ମହନ୍ତ ବିଜୟନଗର ସାମ୍ରାଜ୍ୟର ମୂଳଦୁଆ ପ୍ରତିଷ୍ଠା ପାଇଁ ପ୍ରେରଣା ଦେଇଥିଲେ । ସେହି ମଠଟିର ନାମ କଣ?

୨. କାର୍ଣ୍ଣାଟକୀ ସଙ୍ଗୀତର କେଉଁ ଶ୍ରେଷ୍ଠ ପ୍ରଚାରକ ବିଜୟନଗର ସାମ୍ରାଜ୍ୟର ଆଶ୍ରୟରେ ଥିଲେ?

୩. ବିଜୟନଗର ରାଜଦରବାରର ଏକ ପଣ୍ଡିତ ତାଙ୍କର ତାଙ୍କ ଟୀକା ମାଧ୍ୟମରେ ବେଦକୁ ପୁନର୍ଜୀବିତ କରିଥିଲେ। ସେ କିଏ?

୪. ବିଜୟନଗର ରାଜାମାନେ ଭାରତର ଏକ ପ୍ରସିଦ୍ଧ ଦେବୀ ମନ୍ଦିରକୁ ମୁକ୍ତ କରିଥିଲେ ଏବଂ ଏହା ଗଙ୍ଗାଦେବୀଙ୍କ କବିତାର ବିଷୟବସ୍ତୁ ଥିଲା। ଏହି ମନ୍ଦିରଟି କେଉଁଠି ଅବସ୍ଥିତ?

୫. ବିଜୟନଗର ସାମ୍ରାଜ୍ୟ ବର୍ତ୍ତମାନର ଦକ୍ଷିଣ ଭାରତର ଏକ ବୃହତ୍ତ ଅଂଶ ଅଧିକାର କରିଥିଲା। ପ୍ରଖ୍ୟାତ ରାଜା କୃଷ୍ଣ ଦେଵରାୟ ଏକ ବହୁଭାଷାଜ୍ଞ ଥିଲେ। ସେ କେଉଁ ଭାଷାରେ ତାଙ୍କ ମହାକାବ୍ୟ ‘ଅମୁକ୍ତମାଲ୍ୟଦା’ ରଚନା କରିଥିଲେ?

୬. ବିଜୟନଗର ଭଳି, କେଉଁ ପ୍ରାଚୀନ ଦାକ୍ଷିଣାତ୍ୟ ସାମ୍ରାଜ୍ୟର ରାଜ୍ୟ ପ୍ରତୀକରେ ବରାହ (ବାର୍ହା) ଥିଲା?

୭. ବିଜୟନଗରର ସମସ୍ତ ରାଜକୀୟ ଆଦେଶନାମା କେଉଁ ଦେବତାଙ୍କର ନାମରେ ସ୍ୱାକ୍ଷର କରାଯାଉଥିଲା?

୮. ଜଣାଶୁଣା ବିଜୟ ବିଠ୍ଠଲ ମନ୍ଦିରର ଧ୍ୱଂସାବଶେଷରେ ଅବସ୍ଥିତ ପ୍ରସିଦ୍ଧ ପ୍ରସ୍ତର ରଥ କେଉଁ ପ୍ରତୀକରେ ବିଶେଷ ଭାବେ ଦର୍ଶାଯାଇଛି?

୯. ବିଜୟନଗର ସାମ୍ରାଜ୍ୟର କେଉଁ ମହୋତ୍ସବ ଏହାର ଏକ ଅଧିନସ୍ଥ ରାଜ୍ୟ ମହୀଶୂରରେ ଏବେ ମଧ୍ୟ ପାଳିତ ହେଉଛି?

୧୦. ୧୫୩୭ ମସିହାରେ, ଵିଜୟନଗର ସମ୍ରାଟ ଅଚ୍ୟୁତଦେବରାୟ ୧୨ଟି ଗ୍ରାମକୁ ମଞ୍ଜୁରୀ ପ୍ରଦାନ କରିଥିଲେ, ଯାହାକୁ ପରେ ବାଙ୍ଗାଲୋର କୁହାଗଲା। କିଏ ଏହି ମଞ୍ଜୁରୀ ପ୍ରାପ୍ତ କରିଥିଲେ?

୧୧. ଇଷ୍ଟ୍ ଇଣ୍ଡିଆ କମ୍ପାନୀର ପ୍ରଥମ ଭୂଖଣ୍ଡ ମାଲିକାନା ବିଜୟନଗର ସାମ୍ରାଜ୍ୟଙ୍କ ଦ୍ୱାରା ମଞ୍ଜୁର ହୋଇଥିଲା । ଏହା ଏକ ପ୍ରମୁଖ ସହରରେ ବିକଶିତ ହେଲା । ସେହି ସହରଟି କେଉଁଟି?

୧୨. କାହାର ଆକ୍ରମଣ ବିଜୟନଗର ସାମ୍ରାଜ୍ୟ ପାଇଁ ମୃତ୍ୟୁଘଣ୍ଟି ଥିଲା?

Special additional lucky draw for Odia language quiz – 3 books as free gift for lucky participants. Please share you details to enter lucky draw.

Privacy Policy and Terms of Service

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In