14

ନାଗ ପଞ୍ଚମୀ ପ୍ରଶ୍ନୋତ୍ତରୀ (କ୍ୱିଜ୍)

ଆଜିର ନାଗପଂଚମୀ ଅବସରରେ ଏହି ସ୍ଵତନ୍ତ୍ର ପ୍ରଶ୍ନୋତ୍ତରୀକୁ ଆପଣଙ୍କୁ ସ୍ୱାଗତ।ଆବିଷ୍କାର କରନ୍ତୁ ଭାରତର ସର୍ପ ପୂଜାର ପ୍ରାଚୀନ ମୂଳ, ସାଂସ୍କୃତିକ ପ୍ରତୀକବାଦ ଏବଂ ଜୀବନ୍ତ ପରମ୍ପରା-ଯଜୁର୍ବେଦର ମନଛୁଆଁ ଶ୍ରଦ୍ଧାଞ୍ଜଳିଠାରୁ ନେଇ କେରଳ ଏବଂ ହିମାଳୟର ଜୀବନ୍ତ ଆଞ୍ଚଳିକ ପର୍ବପର୍ବାଣୀ ପର୍ଯ୍ଯନ୍ତ।

ଏହି ବିଷୟ ଉପରେ ଜି. ରବିନ୍ଦ୍ରନ ନାୟାରଙ୍କ ଉତ୍ସର୍ଗୀକୃତ ପୁସ୍ତିକାରୁ ଅନ୍ତର୍ଦୃଷ୍ଟି ଗ୍ରହଣ କରି, ଏହି ସମୟ-ସମ୍ମାନିତ ପରମ୍ପରା ବିଷୟରେ ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ |

୧. କେଉଁ ସାପ ସମ୍ପୂର୍ଣ୍ଣ ବିଶ୍ବର ଭାର ବହନ କରୁଛି ବୋଲି ମାନ୍ୟତା ଦିଆଯାଏ?

୨.ମହାଦେବଙ୍କ ଗଳାରେ କେଉଁ ସର୍ପ ଶୋଭିତ?

୩.ମହାଭାରତରେ କେଉଁ ବଳଶାଳୀ ସର୍ପ ପରିକ୍ଷିତଙ୍କୁ ଦଂଶନ କରିଥିଲା?ଏହାର ପାଣ୍ଡବମାନଙ୍କ ସହିତ ଶତ୍ରୁତା ଅନେକ ବଂଶକୁ ପ୍ରଭାବିତ କରିଥିଲା।

୪. ହରିବଂଶରୁ ଆମେ କୃଷ୍ଣ ଓ ଏକ ବିରାଟ ସର୍ପ ସମ୍ବନ୍ଧୀୟ କାହାଣୀ ଜାଣିଛୁ। ଏହି କାହାଣୀଟିର ନାଁ କଣ?

୫. ଲଳିତାଦିତ୍ୟ ସ୍ବର୍ଗୀୟ ସର୍ପ କାର୍କେ।ଟାଙ୍କଠାରୁ ଉଦ୍ଭବ। ସେ କେଉଁ ଅଂଚଳର ଶାସକ?

୬. ବିଶେଷକରି ବଂଗର ଲୋକପ୍ରିୟ ସର୍ପମାନଙ୍କ ଦେବୀଙ୍କ ନାମ କଣ?

୭. ରାମାୟଣରେ ଲକ୍ଷ୍ମଣ ଶେଷନାଗଙ୍କର ଅବତାର। ମହାଭାରତରେ ଶେଷନାଗ କିଏ?

୮. କେଉଁ ରାଜ୍ୟକୁ ପର୍ଶୁରାମ ସାଗର ଓ ତାର ଉପକୂଳରୁ ଲବଣମୁକ୍ତ କରି ସୃଷ୍ଟି କରିଥିଲେ?

୯. ମନ୍ନରଶାଲା ମନ୍ଦିର ଅଲାପୂରାର ଠିକ୍ ଦକ୍ଷିଣରେ ଅବସ୍ଥିତ ଓ ଏହା ସର୍ପ ମନ୍ଦିର ରୂପେ ବିଖ୍ୟାତ। ଏହାର କେଉଁ ପ୍ରଥା ଅସାଧାରଣ?

୧୦. ନାଗ ଆମର ସହରଗୁଡିକର ନାମକରଣରେ ସାଧାରଣ। ତଳେ ଦିଆଯାଇଥିବା ସହର ମଧ୍ୟରୁ କେଉଁ ସହରର ଲୋଗୋରେ ସାପ ସ୍ଥାନ ପାଇଛି?

୧୧.ତାମିଲନାଡୁର କେଉଁ ସହରର ନାମର ଅର୍ଥ ନାଗମନ୍ଦିର?

୧୨. ହିମାଚଳର ଖାଜିଆର୍ ସ୍ଥିତ ଖାଜି ନାଗମନ୍ଦିରରେ ଏହି ଅଞ୍ଚଳର ବାସିନ୍ଦା ଭୀମଙ୍କ ପତ୍ନୀଙ୍କୁ ନାଗରାଜଙ୍କ ସହ ପୂଜା କରାଯାଏ। ଏହି ଦେବୀ କିଏ?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In