ସମ୍ବଭତଃ ଖ୍ରୀଷ୍ଟାବ୍ଦ ଷୋହଳ ଶହ ମସିହାରେ ଲିଖିତ ଗର୍ଗ ସଂହିତା ରାଧା କୃଷ୍ଣ ଙ୍କୁ ସର୍ବୋତ୍ତମ ଵେବତା ରୂପେ ବନ୍ଦନା କରେ l ଏହି ଦିବ୍ୟ ଦମ୍ପତ୍ତି ଙ୍କ ହୋଲି ଉତ୍ସବ ପାଳନର ବର୍ଣନା ମଧ୍ୟ ଏହି ସଂହିତାରେ ଦେଖିବାକୁ ମିଳେ l ଅନେକ ସମୟରେ ରାଧାଙ୍କ ଶ୍ୱେତ ଶୁଭ୍ର ସୌନ୍ଦର୍ଯ୍ୟ ରେ ଇର୍ଷାନ୍ୱିତ କୃଷ୍ଣ ତାଙ୍କ ଶରୀରରେ ବିଭିନ୍ନ ରଙ୍ଗରେ ରଂଗାୟିତ କରିଥାନ୍ତି ତ ଗୋପୀ ମାନଙ୍କ ଗହଣରେ ରହିଥିବା କୃଷ୍ଣଙ୍କୁ ଦେଖି ରାଧା ମଧ୍ୟ ଇର୍ଷାନ୍ୱିତ ହୋଇ ଥାନ୍ତି l ରାଧା କୃଷ୍ଣଙ୍କ ଏହି ଅନୁପମ ଲୀଳାର ବିଭିନ୍ନ ଛଟା ଉତ୍ତର ପ୍ରଦେଶ ର ବ୍ରଜଭୂମି ଦେଖିବାକୁ ମିଳିଥାଏ, ଯେମିତି ଲଠମାର ହୋଲିରେ ସ୍ତ୍ରୀ ମାନେ ସ୍ୱାମୀଙ୍କୁ ଲାଠିରେ ମାଡ ମାରିଥାନ୍ତି, ଫୂଲୱାଲୀ ( ଫୁଲ )ହୋଲି, ଲଡ଼ୁମାର (ମିଠାଈ ) ହୋଲି, ଦଉଳି କି ହୂରଙ୍ଗ ( ଦାଉ ବଳରାମଙ୍କ ସହ ) ହୋଲି.
The painting is 18th Century Nihal Chand of Radha Krishna playing Holi