11

ପ୍ରଶ୍ନୋତ୍ତରୀ ଭାରତରେ ଗ୍ରୀଷ୍ମ ୠତୁ

ଏ ବର୍ଷ ଗ୍ରୀଷ୍ମ ଋତୁରେ ଭାରତରେ ତାପମାତ୍ରା ଖୁବ ଅଧିକ। ଆଧୁନିକ ନିୟନ୍ତ୍ରଣ ବ୍ୟବସ୍ଥା ଏହି ଅତ୍ୟଧିକ ତାପମାତ୍ରାକୁ ବିଦ୍ୟୁତଶକ୍ତି ଚାଳିତ ଶୀତତାପ ନିୟନ୍ତ୍ରକ ପ୍ଲାଣ୍ଟ ମାଧ୍ୟମରେ କରୁଛି। ପରମ୍ପରାଗତ ପଦ୍ଧତି ରେ ଏହି ଉଚ୍ଚତାପକୁ ପ୍ରାକୃତିକ ଉପାୟରେ ନିୟନ୍ତ୍ରିତ କରାଯାଉଥିଲା। ଆଜିପୁଣିଥରେ ଏହି ପରମ୍ପରର ଶୀତଳୀକରଣ ପଦ୍ଧତିର ପ୍ରୟୋଗ କରିବାର ସମୟ ଆସିଯାଇଛି।

୧.ପାହାଚ ଥିବା କୂଅ ଏପରି ତାପ ନି୍ୟନ୍ତ୍ରିତ ସାମୁହିକ ମିଳନ କ୍ଷେତ୍ର। ଏହି କୂଅ ପାଇଁ କେଉଁ ରାଜ୍ୟ ପ୍ରସିଦ୍ଧ?

୨.ଆଧୁନିକ ଅଟ୍ଟାଳିକାର କେଉଁ ଆଲଂକାରିକ ବୈଶିଷ୍ଟ୍ଯ ପାରମ୍ପାରିକ ଅଟ୍ଟାଳିକାରେ ଏକ ପ୍ରମୁଖ ଶୀତଳ ଉପକରଣ ଥିଲା?

୩.ଓଦା ପରଦା ସାଧାରଣତଃ ଘରର ଅଭ୍ୟନ୍ତର ଥଣ୍ଡା ରଖିବାପାଇଁ ବ୍ୟବହାର କରାଯାଉଥିଲା। ଏହି ପରଦା ତିଆରି ପାଇଁ କଣ ବ୍ୟବହାର କରାଯାଉଥିଲା?

୪. ଗୋଟିଏ ପାରମ୍ପରିକ କେରଳ ଘରେ ନାଲୁକେଟୁ ଓ ନାଡୁମୁଟମ୍ କ’ଣ ଥାଏ?

୫. ପୁରୁଣା ଘରଗୁଡିକରେ ଝରକାମାନଙ୍କ ଉପରେ ଏକ ବାହାରକୁ ବାହାରି ଥିବା ଅଂଶ ଦେଖିବାକୁ ମିଳେ। ଏହା ସୂର୍ଯ୍ୟକିରଣ ଓ ଛିଟା ବର୍ଷାରୁ ଘରକୁ ରକ୍ଷା କରେ। ଏହାର ନାଁ କଣ?

ଘରର ଝରକା କାହାକୁ ବୁଝାଏ?

୭. ୟୁନେସ୍କୋଦ୍ୱାରା ସ୍ଥାପତ୍ୟ ମାନ୍ୟତା ପ୍ରାପ୍ତ ଜୟପୁରର କେଉଁ ସ୍ଥାନ ଜାଲିଝରକା ବ୍ୟବହାର ପାଇଁ ପ୍ରସିଦ୍ଧ?

୮. ରାଜସ୍ଥାନୀ ହାବେଳୀଗୁଡିକର ଛାତରେ ଏକ ଖୋଲା ଗମ୍ବୁଜ ଦେଖାଯାଏ। ଏହାକୁ ପାର୍ସିରେ ‘ବଦଗୀର’ କୁହାଯାଏ। ଏହାର ଆକ୍ଷରିକ ଅର୍ଥ କଣ?

୯.ବଡ଼ କାନ୍ଥରେ ଛୋଟ ଝରକା ବାୟୁଚଳନ ପାଇଁ ଅଧିକ ଉପଯୋଗୀ। ଏହା ଠିକ ନା ଭୁଲ?

୧୦. ଚୀନ୍ ର ବୃହତ ପ୍ରାଚୀର ପରେ ପୃଥିବୀର ଦ୍ଵିତୀୟ ବୃହତ ସୁଦୀର୍ଘ ପ୍ରାଚୀର ରାଜସ୍ଥାନରେ ଅବସ୍ଥିତ। ଏହାର ଓସାର ଏତେ ଅଧିକ ଯେ ଏହାକୁ ଏକ ଉତ୍ତପ୍ତ ବ୍ୟାଟେରୀ ପରି ଓ ଏହା ଉତ୍ତାପ ସଂରକ୍ଷଣ କରଥାଏ। ଏହା କେଉଁଠି ଅବସ୍ଥିତ?

“କାଠ-କୁନି” ଉଭୟ ଭୂମିକମ୍ପ ସହନଶୀଳ ଓ ତାପ ପ୍ରତିରୋଧି। ଏହା କେଉଁଠି ଦେଖାଯାଏ?

ବଙ୍ଗଳାରେ ଚାଳ ପଦ୍ଧତି ପ୍ରୟୋଗକରି ଘର କରିବା ଦେଖାଯାଏ। ଚାଳ କାହାକୁ ବୁଝାଏ?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In