ଚିକାଗୋ ସମ୍ମିଳନୀ ପରେ ବିବେକାନନ୍ଦ ସମଗ୍ର ଆମେରିକାରେ ବକ୍ତୃତା ଦେଇଥିଲେ। ଏହିସମୟରେ ସେ ଅନେକ ଘନିଷ୍ଠ ବନ୍ଧୁ ସୃଷ୍ଟି କରିଥିଲେ, କିନ୍ତୁ କେତେକ ସମ୍ବାଦପତ୍ର ତାଙ୍କ ବିଷୟରେ ନକାରାତ୍ମକ ନିବନ୍ଧ ଲେଖିଥିଲେ। ଏଗୁଡିକ ତାଙ୍କ ଅନୁଗାମୀମାନଙ୍କୁ ଚିନ୍ତିତ କରିଥିଲା, କିନ୍ତୁ ବିବେକାନନ୍ଦ ଏହାକୁ ହାଲୁକା ଭାବେ ନେଇ କହିଥିଲେ, “ମୁଁ ଆଶ୍ଚର୍ଯ୍ଯ ଯେ ଆପଣ ମିଶନାରୀମାନଙ୍କ ମୂର୍ଖତାପୂର୍ଣ୍ଣ କାର୍ଯ୍ଯକୁ ଗମ୍ଭୀରତାର ସହ ନେଉଛନ୍ତି।”
ତାଙ୍କ କାର୍ଯ୍ଯକୁ ସ୍ଥାୟୀ କରିବା ପାଇଁ, ତାଙ୍କର ଆମେରିକୀୟ ବନ୍ଧୁମାନେ ତାଙ୍କୁ ୧୮୯୪ରେ ନ୍ୟୁୟର୍କରେ ପ୍ରଥମ ବେଦାନ୍ତ ସୋସାଇଟି ଆରମ୍ଭ କରିବାରେ ତାଙ୍କୁ ସାହାଯ୍ୟ କରିଥିଲେ। ପରେ, ଜଣେ ବନ୍ଧୁ ତାଙ୍କର ଆଧ୍ୟାତ୍ମିକ ଅବସର ପାଇଁ ଥାଉଜେଣ୍ଡ
ଆଇଲ୍ୟାଣ୍ଡ ପାର୍କକୁ ନିମନ୍ତ୍ରଣ କରିଥିଲେ। ସେଠାରେ ବାରଜଣ ଶିଷ୍ୟ ତାଙ୍କ ସହିତ ଯୋଗ ଦେଇଥିଲେ। ବିବେକାନନ୍ଦ ଖ୍ରୀଷ୍ଟିଆନମାନଙ୍କର ସମ୍ମାନର ସଙ୍କେତ ସ୍ୱରୂପ ଯୀଶୁଖ୍ରୀଷ୍ଟଙ୍କ ଶିକ୍ଷା ଉପରେ ଏକ ବକ୍ତବ୍ଯ ସହିତ ତାଙ୍କର ଦୀକ୍ଷା ଦାନର ଶୁଭାରମ୍ଭ କରିଥିଲେ।
ଏହି ସ୍ମାରକୀ ସେହି ସ୍ଥାନକୁ ଚିହ୍ନିତ କରେ ଯେଉଁଠାରେ ବିବେକାନନ୍ଦ ତାଙ୍କର ପ୍ରସିଦ୍ଧ ଆଧ୍ଯ।ତ୍ମିକ ଦୀକ୍ଷା ଦେବା ଆରମ୍ଭ କରିଥିଲେ |