11

ବାମନ ଏବଂ ବାଳି କୁଇଜ୍

ଓନମ୍ କେରଳର ସବୁଠାରୁ ଲୋକପ୍ରିୟ ପର୍ବ। ଏହା ସବୁ ଶ୍ରେଣୀର ଲୋକଙ୍କଦ୍ୱାରା ପାଳିତ ହୁଏ। ଏହାର ମୂଳଉତ୍ପତ୍ତି ବିଷ୍ଣୁଙ୍କର ବାମନ ଅବତାରରୁ। ଅବତାର ମାନଙ୍କ ମଧ୍ୟରେ ବାମନ ଅବତାର ଅନନ୍ୟ , ଯେଉଁଥିରେ ବିଷ୍ଣୁ ଜଣେ ମାନବ ବା ଅର୍ଦ୍ଧ ମାନବ ଭାବରେ ଦେଖାଦିଅନ୍ତି। ଏହି ଅବତାରରେ ଭଗବାନ କୌଣସି ଅସ୍ତ୍ର ବ୍ୟବହାର ନକରି ଧର୍ମର ପ୍ରତିଷ୍ଠା କରିଛନ୍ତି। ଏହି ଅବତାର ଲୋକପ୍ରିୟ ଏବଂ ପ୍ରାଚୀନ। ମହାଭାରତ, ମହାଭାଷ୍ୟ ଏବଂ ବୌଦ୍ଧ ଗ୍ରନ୍ଥରେ ଏହି ଅବତାରର ବର୍ଣ୍ଣନା ସ୍ଥାନ ପାଇଛି। ଏହି କୁଇଜରେ, ଆମେ ବାମନ ଏବଂ ବାଳିଙ୍କ ବିଷୟରେ ୧୨ ଟି ଆକର୍ଷଣୀୟ ତଥ୍ୟର ଅନୁସନ୍ଧାନ କରିବା। ବାଳୀଙ୍କ ପୂର୍ବପୁରୁଷ କିଏ? ବାଳୀ ପ୍ରତାରିତ ହୋଇଥିଲେ କି ସେ ଜାଣିଶୁଣି ବିଷ୍ଣୁଙ୍କୁ ସବୁକିଛି ଅର୍ପଣ କରିଥିଲେ? କୃଷ୍ଣ ବାଳୀଙ୍କ ସହିତ କିପରି ଜଡିତ? ଏହି କୁଇଜ୍ ମୁଖ୍ୟତଃ ବାମନ ପୁରାଣ ଉପରେ ଆଧାରିତ, ଅନ୍ୟ ପୁରାଣରୁ ଆନୀତ କିଛି ପ୍ରଶ୍ନ ବି ଏଥିରେ ଉଲ୍ଲେଖ ହୋଇଛି। ୫ ଜଣ ଭାଗ୍ୟବାନ ବିଜେତା ବିବେକ ଦେବ୍ରୟଙ୍କ ଭଗବଦ୍ ଗୀତା ଉପହାର ଭାବରେ ପାଇବେ।

ବାଳୀଙ୍କ ପୂର୍ବପୁରୁଷ କିଏ?

ବାମନ ଅବତାରର ପ୍ରାରମ୍ଭିକ ମୂଳ କେଉଁ ଗ୍ରନ୍ଥରେ ଅଛି?

ବାଳୀ ଅସୁର ହୋଇଥିଲେ ମଧ୍ୟ କିଏ ବାଳୀଙ୍କ ରାଜ୍ୟରେ ପ୍ରବେଶ କରିଥିଲେ?

ବାମନଙ୍କ ଜନ୍ମ ଋଷି କଶ୍ୟପ ଏବଂ ଅଦିତିଙ୍କ ଠାରୁ ହୋଇଥିଲା। ସେମାନଙ୍କ ଠାରୁ ଆଉ କିଏ ଜନ୍ମ ହୋଇଥିଲେ

ବାଳୀଙ୍କ ଗୁରୁ ତାଙ୍କୁ ବିଷ୍ଣୁଙ୍କୁ କିଛି ଅର୍ପଣ ନ କରିବାକୁ ପରାମର୍ଶ ଦେଇଥିଲେ। ସେ କିଏ ଥିଲେ?

ବାମନଙ୍କୁ ସେ ତାଙ୍କୁ କ’ଣ ଦେଇପାରିବେ ବୋଲି ପଚାରିବା ସମୟରେ ବାଳୀଙ୍କର ଭାବ କ’ଣ ଥିଲା?

ବାମନ ତାଙ୍କର ବିଶାଳ ପାଦରେ ଯେଉଁ ରୂପ ଗ୍ରହଣ କରନ୍ତି, ତାହାକୁ କ’ଣ କୁହାଯାଏ?

ଯେତେବେଳେ ବାମନ ତୃତୀୟ ପାଦ ପାଇଁ ସ୍ଥାନ ମାଗନ୍ତି, ବାଲିଙ୍କ ପୁଅ ବାଣ ବାମନଙ୍କ ସହ କଥା ହୁଏ। ସେ କ’ଣ କୁହନ୍ତି?

ବିଷ୍ଣୁ ତିନୋଟି ପାଦ ମାପିବା ପରେ, ସେ ବାଳୀଙ୍କୁ କ’ଣ ପ୍ରଦାନ କରନ୍ତି?

ବାମନ ଅବତାରରେ କୁରୁକ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି। ସେଠାରେ କେଉଁ ଘଟଣା ଘଟିଥିଲା?

 

ଏକ ପ୍ରମୁଖ ଭାରତୀୟ ପର୍ବ ପରେ, ବାଳୀ ଉତ୍ସବ ପାଳନ କରାଯାଏ। ଏହି ମୁଖ୍ୟ ପର୍ବଟି କଣ?

ବୌଦ୍ଧ ପରମ୍ପରାରେ ମଧ୍ୟ ବାଳୀଙ୍କ କାହାଣୀର ବର୍ଣ୍ଣନା କରାଯାଇଛି ଏବଂ ଉଲ୍ଲେଖ ଅଛି ଯେ ସେ ଜଣେ ଜ୍ଞାନୀ ବ୍ୟକ୍ତି ହେବେ। ଏହା ବାଳୀଙ୍କୁ କିପରି ଚିତ୍ରିତ କରେ ବା ଦର୍ଶାଏ?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In